1 Corinthians 14:21 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଦ୍ର୍ମ୍ ଶାସ୍ତରେ ଲେକାଆଚେ, “ମାପ୍ରୁ କଇଲା, ବିନ୍ ବାଷାଇ କ୍ତା କ୍ଉତା ଲକ୍ମ୍ନ୍କାର୍ ବିଦିବିଦାନ୍ ଦ୍ବାରା ଇଲକାର୍ ସ୍ଙ୍ଗ୍ ମୁଇ କ୍ତାବାର୍ତା କ୍ରିନ୍ଦ୍। ତ୍ବେ ବିନ୍ବାଷାଇ କ୍ଉତା ଲକାର୍ ଟଣ୍ତେହ୍ଣି ମୁଇ ଇ ଜାତିସ୍ଙ୍ଗ୍ କ୍ତା ଅଇନ୍ଦ୍, ଅଇଲେକ୍ ହେଁ ସେମ୍ନ୍ ମର୍କ୍ତା ନ୍ଶୁଣ୍ତି।”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଦଃର୍ମ୍ସାସ୍ତରେ ଲେକା ଆଚେ, “ମାପ୍ରୁ କଃଉଁଲା, ବିନ୍ ବାସା କଃଉତା ଲକାର୍ ତଃୟ୍ ଆର୍ ବିନ୍ ଦେସାର୍ ବାସା କଃଉତା ଲକ୍ମଃନ୍କାର୍ ଟଣ୍ଡ୍ ତଃୟ୍ ଅଃମି ଇ ଲକ୍ମଃନ୍କେ କଃତା କଃଉନ୍ଦ୍, ସେନ୍ ଅୟ୍ଲେକ୍ ହେଁ ସେମଃନ୍ ଅଃମାର୍ କଃତା ନଃସୁଣ୍ତି ।”