1 Corinthians 2:1 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଏ ବାଇମ୍ନ୍ ମୁଇ ତୁମାର୍ ଲ୍ଗେ ଇଶ୍ଵରାର୍ ସୁବ୍କ୍ବର୍ ପର୍ଚାର୍ କ୍ରୁକେ ଆସିରିଲେ, ସ୍ଡେବ୍ଳ୍ ମୁଇ ନିଜ୍କେ ବେଶି ବୁଦିରିଲା ଲକ୍ବ୍ଲି ବ୍ଡ୍ ବ୍ଡ୍କ୍ତା ଦ୍କାଇ ଅମ୍କେ କଇ ନ୍ରିଲେ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଏ ବାୟ୍ ଆର୍ ବେଣିମଃନ୍, ଜଃଡ୍ବଃଳ୍ ମୁୟ୍ଁ ତୁମିମଃନ୍କାର୍ ହାକ୍ ଜାୟ୍ ରିଲେ, ସଃଡେବଃଳ୍ ଇସ୍ୱରାର୍ ଗୁପ୍ତ୍ କଃତାର୍ ସଃତ୍ ପର୍ଚାର୍ କି, ଗିଆନାର୍ ବଃଡ୍କଃତା ଜେ ତୁମିମଃନାର୍ ହାକ୍ ପର୍ଚାର୍ କଃରିରିଲେ, ସେରି ନାୟ୍ ।