1 Corinthians 4:17 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ମର୍ ଖ୍ରୀଷ୍ଟାନ୍ ଜୀବନାର୍ ଲାଡାର୍ ହଇସି ତୀମଥିକେ ମୁଇ ତୁମାର୍ ଲ୍ଗେ ହ୍ଟାମ୍ଲେ, ମୁଇ ଖ୍ରୀଷ୍ଟର୍ ଲ୍ଗେ ରେଇକ୍ରି ଜୁଇ ନ୍ଉଆ ଜୀବନ୍ ବିତାମ୍ଲେ, ଆର୍ ସ୍ବୁ ଜାଗାଇ ରିଲା ମ୍ଣ୍ତଳିମ୍ନ୍କେ ଜୁଇସ୍ବୁ ଶିକ୍ୟା ଦେମ୍ଲେ ସେସ୍ବୁ ସେ ତୁମୁକ୍ମ୍ନ୍ କଇଦ୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଇତାର୍ ଗିନେ ମୁଁୟ୍ ତିମତିକେ ତୁମାର୍ ହାକ୍ ହଃଟାଉଁଲେ, ସେ ମାପ୍ରୁର୍ ତଃୟ୍ ମର୍ ଲାଡାର୍ ମାୟଃନ୍କାରି ହଅ; ଜଃନ୍କଃରି ମୁଁୟ୍ ସଃବୁବାଟ୍ ସଃବୁ ବିସ୍ୱାସି ଦଃଳ୍କେ ସିକାଉଁଲେ, ସେ ରଃକମ୍ ସେ ତୁମିମଃନ୍କେ ମର୍ ଜିସୁ କ୍ରିସ୍ଟର୍ ଜିବନାର୍ ଗୁଣ୍ମଃନ୍ ସଃବୁ ଏତାୟ୍ ଦଃୟ୍ଦ୍ ।