1 Corinthians 4:19 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ମ୍ତର୍ ଇଶ୍ଵର୍ ଇଚା କ୍ଲେକ୍ ମୁଇ ବେଗି ତୁମାର୍ ଲ୍ଗେ ଆସିନ୍ଦ୍, ସ୍ଡେବ୍ଳ୍ ମୁଇ ଇ ଗ୍ର୍ବି ଲକ୍ମ୍ନ୍କାର୍ କ୍ତା ଯେ ଶୁଣିନ୍ଦ୍, ଆର୍ ହଁ ସେମ୍ନ୍କାର୍ କ୍ତେକ୍ ଶ୍କ୍ତି ଆଚେ ସେରି ଦ୍କିନ୍ଦ୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ମଃତର୍ ଜଦି ମାପ୍ରୁ ମଃନ୍ କଃରେଦ୍, ମୁଁୟ୍ ତୁମିମଃନ୍କାର୍ ହାକ୍ ବେଗି ଆସିନ୍ଦ୍; ଆରେକ୍ ଜୁୟ୍ମଃନ୍ ଗଃର୍ବ୍ କଃରୁଲାୟ୍, ସେମଃନ୍କାର କଃତା ନାୟ୍ ମଃତର୍ ସଃକ୍ତି ମୁୟ୍ଁ ନିଜେ ଜାଣିନ୍ଦ୍ ।