1 Peter 1:18 — Compare Translations

2 translations compared side by side

Bodo BDVNT (ବ୍‌ଡ଼୍ ହ୍‌ର୍‌ଜା ବାଇବଲ)
ତୁମି ଜାଣିଆଚାସ୍ ଯେ ଆଗେ ତୁମି ବେକାର୍ ଜୀବନ୍ ଜାପନ୍ କ୍‌ର୍‌ତି ରିଲାସ୍, ତୁମାର୍ ଦାଦି ଅଜା ମ୍‌ନ୍‌କାର୍ ତ୍‌ଇହ୍‌ଣି ସେନ୍‌କା ଜୀବନ୍ କାଟ୍‌ତାର୍ ସିକି ରିଲାସ୍, ମ୍‌ତର୍ ତୁମି ଅବେ ସେନ୍‌କା ଜୀବନ୍ କାଟ୍‌ତାକ୍ ମୁକ୍‌ତି ହାଇଆଚାସ୍ ସନା ଆର୍ ରୁହା ହର୍ ଅଳକ୍ ଦିନାର୍ ଜିନିଷ୍ ବାଦୁଲେ ନଇ, ମ୍‌ତର୍ ଦସିନ୍‌ରିଲା ପବିତର୍‌ ମେଣ୍ଢା ଖ୍ରୀଷ୍ଟର୍ ବେସି ଦାମ୍‌ଆର୍ ବ୍‌ନି ଦ୍ବାରା ତୁମି ଗେନାଇ ଅଇଆଚାସ୍।
Bodo NTBPL20 (ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌)
ଜଃନ୍‌କଃରି ତୁମିମଃନ୍ ଜାଣା ଜେ, ତୁମିମଃନାର୍‌ ଦାଦିବାବୁମଃନାର୍‌ କଃରିଆସ୍ତା ତିରିବିଦିର୍‌ ହଲ୍ୟା ଚାଲାଚାଲ୍‌ତି ହୁଣି ରୁହା କି ସନା ହର୍‌ ନଃସ୍ଟ୍‌ ଅଃଉତା ଆସ୍ତି ତଃୟ୍‌ହୁଣି ମୁକ୍ଳୁ ନାହାରାସ୍‌ ।