1 Peter 4:17 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଅବେ ଇଶ୍ଵରାର୍ ବିଚାର୍ କ୍ର୍ତା ସ୍ମୟ୍ ଆଇଲିବେ। ସେରି ଇଶ୍ଵରାର୍ ପରିବାରେ ହ୍ଣି ଆରମ୍ ଅଇଦ୍, ଯଦି ସେ ବିଚାର୍ ଅମି ବିଶ୍ବାସିମ୍ନ୍କାର୍ ତ୍ଇହ୍ଣି ଆରମ୍ ଅଇଦ୍, ସେନ୍ଅଇଲେକ୍ ବାବିଦ୍କା ସେମ୍ନ୍କାର୍ ଅବୁସ୍ତା କାଇରି ଅଇଦ୍? ଜୁଇ ଲକ୍ମ୍ନ୍ ତାର୍ ସୁବ୍କ୍ବର୍କେ ମାନିନ୍କେର୍ତି।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ବଃଲେକ୍ ଇସ୍ୱରାର୍ ଗଃରେହୁଣି ଆରୁମ୍ କଃରି ବିଚାର୍ କଃର୍ତା ବେଳା ଅୟ୍ଲିବେ; ଆର୍ ଜଦି ହଃର୍ତୁ ଅଃମାର୍ ତଃୟ୍ ଆରୁମ୍ ଅୟ୍ଦ୍, ତଃବେ ଜୁୟ୍ମଃନ୍ ଇସ୍ୱରାର୍ ନିକ କବୁରାର୍ ବଲ୍ ନଃମାନ୍ତି, ସେମଃନ୍କାର ସଃରାସଃରି ଦଃସା କଃନ୍କାର୍ ନୟ୍?