1 Thessalonians 1:5 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଅମି ତୁମୁକ୍ମ୍ନ୍କେ ଯୀଶୁର୍ ବିଷୟେ ସୁବ୍କ୍ବର୍ କଇଆଚୁ, ମ୍ତର୍ ଅମି କେବଳ୍ ଶ୍ବ୍ଦ ବ୍ଯବହାର୍ ନ୍କେରୁ। ସେ ସୁବ୍କ୍ବର୍ ଅମି ଶ୍କ୍ତି ଆର୍ ପବିତର୍ ଆତ୍ମା ସ୍ଙ୍ଗ୍ ଆଣି ଆଚୁ। ଅମି ଜ୍ନ୍କ୍ଲେକ୍ ହେଁ ଜାଣିଆଚୁ ଯେ ସେରି ସ୍ତ୍। ତୁମିମ୍ନ୍ ଜାଣିଆଚାସ୍ ଯେ, ଅମି ତୁମାର୍ମ୍ନ୍କାର୍ ସ୍ଙ୍ଗ୍ ରିଲାବ୍ଳ୍ କ୍ନ୍କ୍ରି ଜୀବନ୍ ବିତାଉତି ରିଲୁ। ସେନ୍କ୍ରି ଜୀବନ୍ ବିତାମ୍କେ ତୁମୁକ୍ମ୍ନ୍ ସାଇଜ କ୍ରୁକେ ମ୍ନ୍ରିଲି।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଅଃମିମଃନ୍ ନିକ କବୁର୍ ଅଃବ୍କା କଃତାୟ୍ ନାୟ୍, ମଃତର୍ ସଃକ୍ତି, ପବିତ୍ର ଆତ୍ମା ଆର୍ ହୁରାକଃରି ତୁମିମଃନାର୍ ଲଃଗେ ଆୟ୍ଲି; ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କା ଚାଲାଚାଲ୍ତି କଃରିରିଲୁ, ସେରି ତ ତୁମିମଃନ୍ ଜାଣି ଆଚାସ୍ । ଇରି ତୁମାର୍ ନିଜାର୍ ବଃଲ୍ ହାଁୟ୍,