Acts 10:28 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଆରେକ୍ ସେ ସେମ୍ନ୍କେ କଇଲା, “ତୁମିମ୍ନ୍ ବ୍ଲ୍କ୍ରି ଜାଣାସ୍ ଯେ ଗଟେକ୍ ଯିହୁଦିଲକ୍ ତାକାର୍ ଜାତିର୍ ନିୟମ୍ ହର୍ ଯିହୁଦି ଅଇନ୍ରିଲା ଲକାର୍ ଗ୍ରେ ଜାତାର୍ କି ତାକାର୍ ସ୍ଙ୍ଗ୍ ମିସ୍ତାର୍ ନିୟମାର୍ ବିରଦ୍। ମ୍ତର୍ କାକେ ଅଶୁଚି କି ଅପବିତର୍ ବ୍ଲି ନ୍କମ୍କେ ଇଶ୍ୱର୍ ମକେ ଦ୍କାଇ ଅଇଲାଆଚେ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଆରେକ୍ ସେ ସେମଃନ୍କେ କୟ୍ଲା, ଅଜିଉଦି ଲକ୍ମଃନାର୍ ସଃଙ୍ଗ୍ ମିସ୍ତାର୍ କି ତାର୍ ଚଃମେ ଜାତାର୍ ଜିଉଦି ଲକ୍ମଃନାର୍ ବିଦି ନାୟ୍, ସେରି “ତୁମିମଃନ୍ ଜାଣାସ୍, ଅୟ୍ଲେକ୍ ହେଁ କୁୟ୍ ଲକ୍କେ ହାହି କି ବିଟାଳ୍ ବଃଲି ନଃକଃଉଁକ୍ ଇସ୍ୱର୍ ମକ୍ ଦଃର୍ସନ୍ ଦଃକାୟ୍କଃରି କୟ୍ଆଚେ ।