Acts 12:7 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଆର୍ ଦ୍କା, ସ୍ଡେବ୍ଳ୍ ମାପ୍ରୁର୍ ଗଟେକ୍ ଦୂତ୍ ଆସି ଟିଆଅଇଲା, ଆର୍ ସେ ବ୍କ୍ରା ଉଜାଳ୍ ଅଇଲି, ସ୍ର୍ଗ୍ ଦୂତ୍ ପିତର୍କେ କ୍ନ୍ଦେ ଦ୍ରିକ୍ରି ତାକେ ଚୁଲ୍ବୁଲାଇ କ୍ରି କଇଲା, “ବେଗି ଉଟ୍।” ସେମାଡେ ତାର୍ ଆତେ ବାନ୍ଦିରିଲା ସିକ୍ଳି ଚିଡ୍ଲି।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଆର୍ ଦଃକା ମାପ୍ରୁର୍ ଦୁତ୍ ହଚ୍ଲା ଆର୍ ଜଃଇଲ୍ ଗଃର୍ ଉଜାଳ୍ ଅୟ୍ଲି ଆର୍ ସେ ପିତର୍କେ କୁଚାୟ୍ମାରି ତାକେ ନିଦ୍ ବାଙ୍ଗାୟ୍ କୟ୍ଲା, “ବେଗି ଉଟ୍” ସଃଡେବଃଳ୍ ତାର୍ ଆତେ ହୁଣି ସିକ୍ଳି କୁସୁଳ୍ଲି ।