Acts 15:7 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ବେସି ଟେକାଟେକି ଅଇଲା ହ୍ଚେ ପିତର୍ ଟିଆ ଉଟି କଇଲା, “ମର୍ ଲାଡାର୍ ବାଇମନ୍ ତୁମିମ୍ନ୍ ଜାଣାସ୍ ଯେ ବେସିଦିନ୍ ଆଗ୍ତୁ ଇଶ୍ୱର୍ ମକେ ତୁମାର୍ ବିତ୍ରେ ଯିହୁଦି ଚାଡି ବିନ୍ଜାତି ଲକ୍ମ୍ନ୍କାର୍ ଲ୍ଗେ ସୁବ୍କ୍ବର୍ ପର୍ଚାର୍ କ୍ରୁକେ ବାଚ୍ଲା ଆଚେ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
କଃତେକ୍ କଃତାବାର୍ତା ଅୟ୍ଲା ହଃଚେ ପିତର୍ ଉଟି ସେମଃନ୍କେ କୟ୍ଲା, “ଏ ବାୟ୍ବେଣିମଃନ୍ ତୁମିମଃନ୍ ଜାଣାସ୍ ଜେ, ମର୍ ଟଣ୍ଡେହୁଣି ଅଜିଉଦି ଲକ୍ମଃନ୍ ଜଃନ୍କଃରି ନିକ କବୁର୍ ସୁଣି ବିସ୍ୱାସ୍ କଃର୍ତି, ଇତାକ୍ ବୁତେକ୍ ଦିନ୍ ତଃଳେ ଇସ୍ୱର୍ ତୁମିମଃନାର୍ ବିତ୍ରେ ମକ୍ ବାଚିରିଲା ।