Acts 3:2 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ସେତି ସୁନ୍ଦୁର୍ ନାଉର୍ ବାଟ୍ଗଳି ଲ୍ଗେ ଜ୍ଲମେହ୍ଣି ଗଟେକ୍ ଚଟାକେ ସ୍ବୁଦିନ୍ ବଇକ୍ରି ଆଣି ସେତି ଉତ୍ରାଉତି ରିଲାଇ, ଆର୍ ସେ ମନ୍ଦିରେ ଜାତିରିଲା ଲକ୍ମ୍ନ୍କେ ବିକ୍ ମାଗ୍ତି ରିଲା।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଅଃନ୍କାବଃଳ୍ ଜଃଲମେହୁଣି ହୁଣି ଗଟେକ୍ ଚଟାଲକେ ମନ୍ଦିର୍ ଦୁଆର୍ ଚମେ ବୟ୍ ନଃୟ୍ ବଃସାଉତି ରିଲାୟ୍; ମନ୍ଦିରେ ଜାତିରିଲା ଲକ୍ମଃନ୍କେ ବିକ୍ମାକୁକ୍ ଲକ୍ମଃନ୍ ତାକେ ହଃତି ଦିନ୍ ମନ୍ଦିରାର୍ ସୁନ୍ଦୁର୍ ନାଉଁଆର୍ ଦୁଆରେ ବଃସାଉତି ରିଲାୟ୍ ।