Acts 7:45 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ବେସି ବର୍ଷ ହ୍ଚେ ଅମାର୍ ଦାଦି ଅଜାମ୍ନ୍ ତାକାର୍ ଉବାସି ମ୍ନ୍କାର୍ ତ୍ଇହ୍ଣି ସେ ତମ୍ୱୁକେ ଯିହୋଶୂୟର୍ ସ୍ଙ୍ଗ୍ ବଇକ୍ରି ନିଲାଇ, ଇଶ୍ୱର୍ ଚାଡି ଜାଇରିଲା ଯିହୁଦି ଚାଡି ବିନ୍ଜାତିର୍ ଲକ୍ମ୍ନ୍କେ ହେଁ ସେମ୍ନ୍ ଅଦିକାର୍ କ୍ଲାଇ, ଦାଉଦାର୍ ସ୍ମୟ୍ ଆସ୍ତା ହ୍ତେକ୍ ସେ ତମ୍ୱୁ ସେତି ର୍କ୍ଲାଇ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ହଃଚେ ଅଃମାର୍ ଦାଦିବାବୁମଃନ୍ ସେମଃନାର୍ ଦାଦିବାବୁ ତଃୟ୍ହୁଣି ହାୟ୍ରିଲା ସେ ସାକ୍ୟତୁମ୍ବ୍ କେ ଜିହସୟ୍ ସଃଙ୍ଗ୍ ବୟ୍ନଃୟ୍ ଆଗେ ଆଗେ ଗଃଳାୟ୍ ଆର୍ ଇସ୍ୱର୍ ବାର୍କଃଲା ଅଜିଉଦି ଲକ୍ମଃନାର୍ ଦେସ୍ ଅଃଦିକାର୍ କଃଲାୟ୍, ସେରି ଦାଉଦାର୍ ଦିନ୍ ହଃତେକ୍ ରିଲି ।