Ephesians 4:8 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଦ୍ର୍ମ୍ ଶାସ୍ତର୍ ଲ୍ଗେ ଇ ବିଷୟେ ଲେକା ଅଇଲିଆଚେ, ଜ୍ଡେବ୍ଳ୍ ସେ ସ୍ର୍ଗ୍ ଉହ୍ରେ ଉଟିଗ୍ଲା, ସ୍ଡେବ୍ଳ୍ ସେ ବନ୍ଦି ଆତ୍ମାମ୍ନ୍କେ ଦ୍ରିରିଲା, ଆର୍ ମାନାଇମ୍ନ୍କେ ଗାଦା ସ୍ବୁ ବର୍ ଦାନ୍ଦିଲାଆଚେ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଦଃର୍ମ୍ ସାସ୍ତରେ ଇ କଃତା ଲେକା ଆଚେ, “ଜଃଡେବଃଳ୍ ସେ ଉହ୍ରେ ଗଃଲା, ତାର୍ ସଃଙ୍ଗ୍ ଗାଦେକ୍ କଃୟ୍ଦିକେ ବାନ୍ଦିକଃରି ସେ ନିଲା, ଆରେକ୍ ମାନାୟ୍ମଃନ୍କେ ଗାଦେକ୍ ଆତ୍ମାର୍ ବର୍ ଦିଲା ।”