Galatians 5:6 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
କାଇତାକ୍ ଖ୍ରୀଷ୍ଟ ଯୀଶୁର୍ ସ୍ଙ୍ଗ୍ ମିସିକ୍ରି ଜୀବନ୍ ବିତାଇଲେକ୍, ସୁନତ୍ ଅଇଲେକ୍ କି ନଇଲେକ୍ କାଇରି ଲଡାନାଇ। ଗଟେକ୍ ହ୍କା ଲଡା ସେରି ଅଇଲି ବିଶ୍ବାସେ ଅଟୁଆ ରେଇକ୍ରି ଲାଡ୍ସ୍ଙ୍ଗ୍ ସ୍ବୁ କାମ୍କ୍ରା।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ବଃଲେକ୍ କ୍ରିସ୍ଟ ଜିସୁର୍ ଦଃୟାୟ୍ ସୁନତ୍ କି ଅସୁନତ୍ କାୟ୍ରି ନାୟ୍, ମଃତର୍ ଲାଡେ କଃଲା ବିସ୍ୱାସ୍ ହଃକା ବଃଡ୍ ।