Hebrews 9:10 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ମ୍ତର୍ ସେସ୍ବୁ କାତା ହିଉତାର୍ ଲାଗି ଆର୍ ନିର୍ମୁଳ୍ ଅଉତାର୍ ଗଟେକ୍ ରିତିନିତିର୍ ହ୍ର୍ବ୍ ରିଲି। ଇଶ୍ଵରାର୍ ନ୍ଉଆ ନିୟମ୍ ଆସ୍ତା ହ୍ତେକ୍, ଇ ବାହାରାର୍ ନିୟମାର୍ ଲଡାରିଲି।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଆରେକ୍ କାତାର୍, ହିଉତାର୍ ଆର୍ ନିର୍ମୁଳ୍ କଃରୁକେ ଗଃଗାଳାର୍ ରିତିବିଦି ମାନ୍ତା କଃତା ହଃକା ।