John 13:10 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଯୀଶୁ କଇଲା, “ଯେ ଗ୍ଦାଇ ଆଚେ ସେ ଆରେକ୍ ଗ୍ଦାଉତା ଦ୍ର୍କାର୍, ତାର୍ ଆତ୍ ଦ୍ଉତାର୍ ଲଡା, କାଇତାକ୍ ସେମ୍ନ୍କାର୍ ଗ୍ଗାଳ୍ ହ୍ର୍ଚାଳ୍ ଅଇଲିଆଚେ, ଗଟେଲକ୍କେ ଚାଡି ତୁମି ସ୍ବୁ ହ୍ର୍ଚାଳ୍ ଅଇଆଚାସ୍।”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଜିସୁ ତାକ୍ କୟ୍ଲା, “ଜେ ଗଃଦାୟ୍ ଆଚେ ତାର୍ ଗଡ୍ ଦଃଉତା ଦଃର୍କାର୍ ଆର୍ କାୟ୍ରି କଃରୁକେ ଲଳା ନାୟ୍, ସେ ଲକ୍ ସଃତ୍କଃରି ନିର୍ମୁଳ୍, ତୁମିମଃନ୍ ସଃବୁ ଲକ୍ ନିର୍ମୁଳ୍ ଆଚାସ୍, ମଃତର୍ ଏକ୍ଲା ନାୟ୍ ।”