John 13:11 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଯୀଶୁ ଜାଣିରିଲା, କେ ତାକେ ଶ୍ତ୍ରୁର୍ ଆତେ ଦ୍ରାଇ ଦେଇଦ୍ ସେତାର୍ଗିନେ ସେ ଇକ୍ତା କଇରିଲା, ଗଟେଲକ୍କେ ଚାଡି ତୁମି ସ୍ବୁ ଲକ୍ମ୍ନ୍ ହ୍ର୍ଚାଳ୍ ଅଇଆଚାସ୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
କାୟ୍ତାକ୍ବଃଲେକ୍ ଜେ ତାକ୍ ସଃତ୍ରୁ ଆତେ ସଃହ୍ରି ଦଃୟ୍ଦ୍ ସେ ତାକ୍ ଜାଣିରିଲା; ସେତାର୍ଗିନେ ସେ କୟ୍ଲା, “ଏକ୍ଲାକେ ଚାଡି ତୁମିମଃନ୍ ସଃବୁଲକ୍ ନିର୍ମୁଳ୍ ଅୟ୍ ଆଚାସ୍ ।”