John 18:22 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଯୀଶୁ ଅନ୍କ୍ରି କଇଲାକେ, ଗଟେକ୍ ଜାଗ୍ତା ଲକ୍ ଯୀଶୁକ୍ ଚାହୁଳ୍ ମାର୍ଲା ଆର୍ କଇଲା, “ତର୍ ଅତେକ୍ ସାହାସ୍, ତୁଇ ମୁକିଆ ଜାଜକ୍କେ ଅନ୍କ୍ରି ଉତର୍ ଦେମ୍ଲିସ୍?”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଜିସୁ ଇରି କୟ୍ଲାକ୍ ଜାଗୁଆଳିମଃନାର୍ ବିତ୍ରେ ଲଃଗେ ଟିଆ ଅୟ୍ରିଲା ଗଟେକ୍ ଲକ୍ ଜିସୁକେ ଚାହୁଳ୍ ମାରି କୟ୍ଲା, “ତୁୟ୍ ମୁଳ୍ ଜାଜକ୍କେ ଇବାନ୍ୟା ଉତୁର୍ ଦେଉଁକ୍ କଃନ୍କଃରି ସାସ୍ କଃଲିସ୍?”