John 19:14 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ସେଡେବ୍ଳ୍ ମୁଣ୍ତେବେଳ୍ ଅଇରିଲି, ଆର୍ ସେ ଦିନ୍ ନିସ୍ତାର୍ ହ୍ର୍ବାର୍ ଆଗ୍ତୁର୍ ଦିନ୍ରିଲି, ପିଲାତ ଯିହୁଦି ଲକ୍ମ୍ନ୍କେ ଯୀଶୁକେ ଦ୍କାଇକ୍ରି କଇଲା, “ଦ୍କା ଏ ହ୍କା ତୁମାର୍ ର୍ଜା!”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସେ ଦିନ୍ ମୁକ୍ଳାଉଁଣି ହଃର୍ବ୍ ତିଆର୍ ଅଃଉତା ଦିନ୍ ରିଲି, ଆର୍ ସଃଡେବଃଳ୍ ସଃକାଳ୍ ଚଅ ଗଃଟା ଅୟ୍ରିଲି । ଆରେକ୍, ପିଲାତ ଜିଉଦିମଃନ୍କେ କୟ୍ଲା, “ଦଃକା, ତୁମିମଃନାର୍ ରଃଜା ।”