John 19:20 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଯିହୁଦିମ୍ନ୍କାର୍ ବିତ୍ରେ ଗାଦି ଲକ୍ମ୍ନ୍, ଇ ଲେକାର୍ ବିଷୟକେ ହଳ୍ତି ରିଲାଇ, କାଇତାକ୍ ଜୁଇ ଟାଣେ ଯୀଶୁକେ କୁର୍ଶକାଟେ ମାରିରିଲାଇ, ସେରି ସ୍ହର୍ ଲ୍ଗେ ରିଲି, ସେ ହାଟାଇ ଏବ୍ରୀ ବାଷାଇ, ଲାଟିନ୍ ବାଷାଇ ଆର୍ ଗ୍ରୀକ୍ ବାଷାଇ ଲେକା ଅଇରିଲି।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଜିଉଦିମଃନାର୍ ବିତ୍ରେ ଗାଦେକ୍ ଇ ଲେକା ହଳ୍ଲାୟ୍, କାୟ୍ତାକ୍ବଃଲେକ୍ ଜୁୟ୍ ଟାଣେ ଜିସୁକେ କ୍ରୁସ୍ ଉହ୍ରେ ଚଃଗା ଅୟ୍ରିଲି, ସେରି ଗଃଳାର୍ ଲଃଗେ ରିଲି; ଆରେକ୍ ସେ ଲେକା ଏବ୍ରି, ଲାଟିନ୍ ଆର୍ ଗ୍ରିକ୍ ବାସାୟ୍ ଲେକା ଅୟ୍ରିଲି ।