John 21:15 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ସ୍ବୁ ଲକ୍ମ୍ନ୍ କାଇ ସ୍ର୍ଲା ହ୍ଚେ ଯୀଶୁ ଶିମୋନ୍ ପିତରକେ ହ୍ଚାର୍ଲା, “ଯୋହନାର୍ ହଇସି ଶିମୋନ୍ ତୁଇ କାଇରି ଇ ସ୍ବୁ ଲକ୍ମ୍ନ୍କାର୍ ତ୍ଇହ୍ଣି ମକେ ଅଦିକ୍ ଲାଡ୍ କ୍ରୁଲାସ୍ କି?” ଶିମୋନ୍ ପିତର୍ କଇଲା, “ହେଁ ମାପ୍ରୁ, ମୁଇ ତକେ ବେସି ଲାଡ୍ କ୍ରୁଲେ, ସେରି ତୁଇ ନିଜେ ଜାଣୁଲିସ୍।” ଯୀଶୁ ତାକେ କଇଲା, “ତ୍ବେ ମର୍ ମେଣ୍ଢାହିଲା ମ୍ନ୍କେ ତୁଇ ଚ୍ରାଉ।”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସେମଃନ୍ କାୟ୍ଲା ହଃଚେ ଜିସୁ ସିମନ୍ ପିତର୍କେ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଇମଃନାର୍ ତଃୟ୍ହୁଣି ଅଃଦିକ୍ ଲାଡ୍ କଃରୁଲିସ୍?” ସେ ତାକ୍ କୟ୍ଲା, “ହେଁ ମାପ୍ରୁ, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡା ହିଲାମଃନ୍କେ ଚଃରାଉ ।”