John 21:17 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଯୀଶୁ ଶିମୋନ୍କେ ତିନିତର୍ ହ୍ଚାର୍ଲା, “ଯୋହନାର୍ ହଇସି ଶିମୋନ୍ ତୁଇମକେ ଲାଡ୍ କ୍ରୁଲିସ୍ କି?” ଯୀଶୁ ତାକେ ଅନ୍କ୍ରି ତିନିତର୍ ହ୍ଚାର୍ଲାକ୍ ପିତର୍ ଦୁକ୍ ଅଇ କଇଲା, “ମାପ୍ରୁ ତୁଇ ତ ସ୍ବୁ ବିଷୟ୍ ଜାଣୁଲିସ୍ ଆର୍ ମୁଇ ଯେ ତକେ ଲାଡ୍ କ୍ରୁଲେ ଇକ୍ତା ତୁଇ ଜାଣୁଲିସ୍।” ଯୀଶୁ ତାକେ କଇଲା, “ମର୍ ମେଣ୍ଢାମ୍ନ୍କାର୍ ଜ୍ତୁନ୍କ୍ର୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଜିସୁ ଇତାର୍ ସଃଙ୍ଗ୍ ତିନିତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍?” ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍? ଇରି କୟ୍ ସେ ତିନିତର୍ ପିତର୍କେ ହଃଚାର୍ଲାକ୍ ପିତର୍ ଦୁକ୍ ଅୟ୍ ତାକ୍ କୟ୍ଲା, “ମାପ୍ରୁ, ତୁୟ୍ ସଃବୁ କଃତା ଜାଣି ଆଚ୍ସି; ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନ୍କେ ଚଃରାଉ ।