John 8:55 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ତୁମିମ୍ନ୍ ତାକେ କ୍ବେ ନ୍ଜାଣାସ୍ ମ୍ତର୍ ମୁଇ ତାକେ ଜାଣି, ମୁଇ ଯଦି ତାକେ ନ୍ଜାଣିବ୍ଲି କଇନ୍ଦ୍ ତ୍ବେ ମୁଇ ହେଁ ତୁମାର୍ ହର୍ ଗଟେକ୍ ମିଚୁଆ ଲକ୍ ଅଇନ୍। ମ୍ତର୍ ସ୍ତ୍କ୍ରି ମୁଇ ତାକେ ଜାଣୁଲେ ଆର୍ ତାର୍କ୍ତା ମାନୁଲେ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ତୁମିମଃନ୍ କଃବେ ତାକ୍ ନଃଜାଣାସ୍, ମଃତର୍ ମୁୟ୍ ତାକ୍ ଜାଣି, ତାକ୍ ମୁୟ୍ ନଃଜାଣି ବଃଲି ଜଦି କୟ୍ଦ୍, ତଃବେ ତୁମାର୍ ହର୍ ମୁୟ୍ ହେଁ ଗଟେକ୍ ମିଚୁଆ ଅୟ୍ନ୍ଦ୍ । ମଃତର୍ ମୁୟ୍ ନିଜ୍କଃରି ତାକ୍ ଜାଣି ଆର୍ ତାର୍ କଃତା ମାନୁଲେ ।