Luke 10:40 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ମାର୍ଥା ରାନ୍ଦ୍ତା କାମାର୍ ଗିନେ ଦ୍ନ୍ଦା ହ୍ନ୍ଦା ଅଉତିରିଲି। ସେତାର୍ଗିନେ ସେ ଯୀଶୁର୍ ଲ୍ଗେ ଆଇଲି ଆର୍ କଇଲି, “ମାପ୍ରୁ ମୁଇ ଏକ୍ଲା ହ୍କା ସ୍ବୁକାମ୍ କ୍ରୁଲେ, ମ୍ତର୍ ମ୍ର୍ ବେଣି ମକେ ଅଳ୍କ୍ ଅଲ୍ ସାଇଜ ନ୍କେରୁଲି, ଇ ବିଷୟେ ତୁଇ କାଇରି ଚିନ୍ତା କ୍ରୁଲିସ୍ କି ନାଇ? ମକେ ଆସି ସାଇଜ କ୍ରୁକେ ତାକେ କ୍ଉ।”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ମଃତର୍ ମାର୍ତା ରାନ୍ଦାଗାଟା କଃର୍ତା କାମେ ଲାଗି ରିଲି, ଇତାକ୍ ସେ ଜିସୁର୍ ଚଃମେ ଆସି କୟ୍ଲି, “ଏ ମାପ୍ରୁ, ମର୍ ବେଣି ମକ୍ ଗଟ୍ଲକ୍କେ ଗଃରାର୍ ରାନ୍ଦା ଗଃଟା କାମ୍ କଃରୁକେ ଦଃକାୟ୍ ଦଃୟ୍ ଆଚେ, ସେବାଟ୍ କାୟ୍ ତର୍ ମଃନ୍ ନାୟ୍? ତଃବେ ମକେ ଉହ୍କାର୍ କଃରୁକେ ତାକ୍ କଃଉ ।”