Luke 15:29 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ମ୍ତର୍ ବ୍ଡ୍ ହଇସି ତାର୍ ଉବାସିକେ କଇଲା, ‘ଅତେକ୍ ବର୍ଷ ଅଇଲି ମୁଇ ତର୍ଲ୍ଗେ ସେବା କ୍ରି ଆସୁଲେ ଆର୍ ମୁଇ ସ୍ବୁବ୍ଳ୍ ତର୍ କ୍ତା ମାନିକ୍ରି ଆସିଆଚି ମ୍ତର୍ ତୁଇ କାଇରି ମର୍ସ୍ଙ୍ଗ୍ ମ୍ନ୍କାର୍ ସ୍ଙ୍ଗ୍ ମିସି ବ୍ଜି କ୍ରି କାମ୍କେ ଆର୍ ସ୍ର୍ଦା କ୍ରୁକେ ଗଟେକ୍ ଚେଳି ଅଲ୍ ଦେଇ ଆଚ୍ସି କି?
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ମଃତର୍ ସେ ଉବାସିକ୍ କୟ୍ଲା, ଦଃକ୍, ଅଃତେକ୍ ବଃର୍ସ୍ ଅୟ୍ଲି ମୁୟ୍ଁ ତର୍ ଗଟ୍ ଦଃଙ୍ଗ୍ଳା ହର୍ କଃରି ସେବା କଃରିଆସୁଲେ, ଆର୍ କଃବେ ହେଁ ମୁୟ୍ଁ ତର୍ ଆଦେସ୍ ଅମାନ୍ୟା ନଃକେରି, ଅୟ୍ଲେକ୍ ହେଁ ମର୍ ସଃଙ୍ଗ୍ମଃନାର୍ ସଃଙ୍ଗ୍ ମିସିକଃରି ବଜି କଃରୁକେ ତୁୟ୍ ମକ୍ କଃବେ ମେଣ୍ଡାହିଲା ହେଁ ନଃଦେସି;