Luke 7:12 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଜ୍ଡେବ୍ଳ୍ ସେ ସ୍ହର୍ ଲ୍ଗେ ହ୍ଚ୍ଲାଇ, ଦ୍କା, ସେଡେବ୍ଳ୍ ଗଟେକ୍ ମ୍ଲା ମ୍ଳ୍କେ ଲକ୍ମ୍ନ୍ ବଇକ୍ରି ଆଣ୍ତି ରିଲାଇ, ସେ ମ୍ଲା ମ୍ଳ୍ ଗଟେକ୍ ରାଣ୍ତିର୍ ଏକ୍ଲା ହ୍କା ହଇସି ରିଲା, ସେ ଗାମାର୍ ଗାଦି ଲକ୍ମ୍ନ୍ ସେତି ତାର୍ସ୍ଙ୍ଗ୍ ଜାତିରିଲାଇ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଜିସୁ ଗଃଳ୍ ଦୁଆର୍ ଚଃମେ ହଚ୍ଲାକ୍, ଦଃକା ଲକ୍ମଃନ୍ ଗଟେକ୍ ମଃଲା ଲକ୍କେ ସେ ଗଃଳେ ହୁଣି ହଃଦାୟ୍ ବୟ୍ ଆଣ୍ତି ରିଲାୟ୍, ସେ ଆୟ୍ସିର୍ ଗଟେକ୍ ବଃଲି ହୟ୍ସି ରିଲା, ଆରେକ୍ ସେ ମାଇଜି ରାଣ୍ଡି, ଆର୍ ସେ ଗଃଳାର୍ ଗାଦେକ୍ ଲକ୍ମଃନ୍ ତାର୍ ସଃଙ୍ଗ୍ ରିଲାୟ୍ ।