Luke 8:35 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ତ୍ବେ ଲକ୍ମ୍ନ୍ ସେ ଗଟ୍ଣା ଦ୍କୁକେ ଯୀଶୁର୍ ଲ୍ଗେ ଆଇଲାଇ। ଜ୍ଡେବ୍ଳ୍ ସେମ୍ନ୍ ଯୀଶୁର୍ ଲ୍ଗେ ଆଇଲାଇ, ସେମ୍ନ୍ ବୁତ୍ଆତ୍ମା ଡ୍ସିରିଲା ମାନାଇକେ ବ୍ଲ୍ ଅଇ ହ୍ଚିଆ ହ୍ଜି ବ୍ଲ୍ମ୍ନେ ଯୀଶୁର୍ ହାଦ୍ତ୍ଳେ ବ୍ସି ରିଲାର୍ ଦ୍କି ବେସି କାବାଅଇଲାଇ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସେତାକ୍ ଲକ୍ମଃନ୍ ସେ ଗଃଟ୍ଣା ଦଃକୁକ୍ ବାରାୟ୍ ଆୟ୍ଲାୟ୍, ଆରେକ୍ ଜିସୁର୍ ଚଃମେ ଆୟ୍ଲାୟ୍, ଆର୍ ଜୁୟ୍ ମାନାୟ୍ ତଃୟ୍ହୁଣି ବୁତ୍ମଃନ୍ ବାରାୟ୍ ଜାୟ୍ରିଲାୟ୍, ତାକେ ହଃଚ୍ୟା ହିନ୍ଦି ନିକ ମଃନେ ଜିସୁର୍ ହାଦ୍ ତଃଳେ ବଃସି ରିଲାର୍ ଦଃକି ଡିରି ଗଃଲାୟ୍ ।