Luke 9:7 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଜ୍ଡେବ୍ଳ୍ ବ୍ଡ୍ ହେରୋଦ୍ ର୍ଜାର୍ ହିଲା ଗାଲିଲୀ ଜିଲାକେ ଶାସନ୍ କ୍ର୍ତିରିଲା, ସେ ଯୀଶୁ କ୍ର୍ତିରିଲା କାମାର୍ କ୍ତା ଶୁଣିକ୍ରି ଚାନିଆ ଅଇଗ୍ଲା, କାଇତାକ୍ ଡୁବେନ୍ ଯୋହନ୍ ମ୍ଲା ଲକାର୍ ତ୍ଇହ୍ଣି ଉଟିଆଚେ ବ୍ଲି କ୍ତେକ୍ ଲକ୍ମ୍ନ୍ କ୍ଉତିରିଲାଇ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଜଃଡେବଃଳ୍ ତଃଳ୍ୟାରଃଜା ହେରଦ୍ ଇସଃବୁ ଗଃଟ୍ଣା କଃତା ସୁଣି ବେସି କାବା ଅୟ୍ଲା, ଆର୍ ତାର୍ ବୁଦି ବାଣା ଅୟ୍ଲି, କାୟ୍ତାକ୍ବଃଲେକ୍ ବାପ୍ତିସମ୍ ଦେତା ଜହନ୍ ମଃର୍ନେ ହୁଣି ଉଟି ଆଚେ ବଃଲି କେ କେ କଃଉତି ରିଲାୟ୍ ।