Mark 1:40 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଇତିହ୍ଣି ଗଟେକ୍ କୁଷ୍ଟରଗି ଯୀଶୁର୍ ଲ୍ଗେ ଆସି ମୁଣ୍ତିଆ ମାରି ତାକେ କାନିକ୍ର୍ମ୍ ଅଇ କଇଲା, “ଏ ମାପ୍ରୁ, ତୁଇ ଯଦି ମ୍ନ୍ କ୍ରୁଲିସ୍, ତ୍ବେ ମକେ ବ୍ଲ୍ କ୍ରୁହାର୍ସି।”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଗଟେକ୍ ବଃଡ୍ ରଗି ଆୟ୍ଲା, ଆର୍ ଜିସୁର୍ ମୁଏଁ ମାଣ୍ଡିକୁଟା ଟେସି ହାଦେଡୁଳି ଗଃଉଆରି କଃରି କୟ୍ଲା, “ତୁୟ୍ ମଃନ୍ କଃଲେକ୍ ମକ୍ ଉଜ୍ କଃରୁ ହାର୍ସି ।”