Mark 1:44 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
“ସାବ୍ଦାନ୍, କାକେ କାଇରି କ୍ଉନାଇ କି ମୁଇ ତକେ ବ୍ଲ୍ କ୍ରିଆଚେ ବ୍ଲି, ମ୍ତର୍ ଯା, ଜାଜକାର୍ ଲ୍ଗେ ନିଜ୍କେ ଦ୍କାଉଆ, ଆରେକ୍, ମୋଶା ଜୁଇ ଜୁଇ ଆଦେଶ୍ ଦେଇଆଚେ, ସେ ସ୍ବୁ ନିଜାର୍ ବ୍ଲ୍ ଅଇଲାର୍ ଗିନେ ସେମ୍ନ୍କାର୍ ଲ୍ଗେ ସାକି ଦେତାର୍ ଗିନେ ମାନ୍ସି କ୍ରା।”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
“ମୁଁୟ୍ ତର୍ ଗିନେ ଜାୟ୍ରି କଃଲେ, ସେ କଃତା କାକେ ହେଁ କଃଉନାୟ୍, ମଃତର୍ ଜାଆ ଆର୍ ଜାଜକ୍କେ ଦଃକାଉ, ଆର୍ ତକେ ନିର୍ମୁଳ୍ କଃରା ଅୟ୍ଆଚେ ବଃଲି ଲକ୍ମଃନାର୍ ଚଃମେ ସାକି ଦେଉଁକେ, ମସାର୍ ବିଦି ହଃର୍କାରେ ଦାନ୍ ଦେସ୍ ।”