Mark 10:46 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ହ୍ଚେ ଯୀଶୁ ଆର୍ ତାର୍ ଚେଲାମ୍ନ୍ ଯୀରିହୋ ସ୍ହର୍କେ ଆଇଲାଇ, ଆରେକ୍ ସେ ନିଜାର୍ ଚେଲାମ୍ନ୍କାର୍ ଲ୍ଗେ ଆର୍ ବେସି ଲକ୍ମ୍ନ୍କାର୍ ସ୍ଙ୍ଗ୍ ଯୀରିହୋର୍ ବାଟ୍ ଦ୍ଇ ଜାତାବ୍ଳ୍ ଟୀମାୟର୍ ହଇସି ବାଟୀମୟ ନାଉଁର୍ ଗଟେକ୍ କାଣା ବିକାରି ବାଟ୍ ହାଡି ଲ୍ଗେ ବ୍ସି ବିକ୍ ମାଗ୍ତି ରିଲା।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ତାର୍ହଃଚେ ସେମଃନ୍ ଜିରିହ ହଚ୍ଲାୟ୍ ଆର୍ ସେ ଅଃହ୍ଣାର୍ ଚେଲାମଃନ୍କେ ଆର୍ ଅଲେକାର୍ ଲକ୍ ମିସି ଜିରିହହୁଣି ବାଉଳ୍ତାବଃଳ୍ ଟିମାୟର୍ ହୟ୍ସି ବାର୍ଟିମୟ ନାଉଁଆର୍ କାଣା ବିକାରି ବାଟ ହାଳାୟ୍ ବଃସିରିଲା ।