Mark 6:2 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ବିଶାଉଣିଦିନ୍ ଆଇଲେକ୍, ଯୀଶୁ ଯିହୁଦି ମ୍ନ୍କାର୍ ପାର୍ତେନା ଗ୍ରେ ଲକ୍ମ୍ନ୍କେ ଇଶ୍ଵରାର୍ କ୍ତା ଶିକ୍ୟା ଦେମ୍କେ ଆରମ୍ କ୍ଲା। ଆରେକ୍, ବେସିଲକ୍ ଯୀଶୁର୍ କ୍ତାଶୁଣି ଚାନିଆ ଅଇ କଇଲାଇ, “ଏ ମାନାଇ ଇ ସ୍ବୁକ୍ତା କେଣେହ୍ଣି ସିକ୍ଲା? ଆରେକ୍, ଆକେ ଅନ୍କା ଗିଆନ୍ ଆରେକ୍ ଚମ୍ତ୍କାର୍ କାମ୍ କ୍ରୁକେ କୁଇତିହ୍ଣି ଶ୍କ୍ତି ମିଳ୍ଲି, ଇ ସ୍ବୁ କାଇରି?”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ବିସାଉଁଣିବାର୍ ଦିନ୍ ଆୟ୍ଲାକ୍ ସେ ପାର୍ତ୍ନା ଗଃରେ ସିକ୍ୟା ଦେଉଁକେ ଦଃର୍ଲା, କଃତେକ୍ ଲକ୍ ତାର୍ କଃତା ସୁଣି କାବାଅୟ୍ କୟ୍ଲାୟ୍, “ଇମାନାୟ୍ର୍ ଇ ବୁଦି କୁୟ୍ତିହୁଣି ଆୟ୍ଲି? ଆରେକ୍ ଇ ବୁଦି କୁୟ୍ତିହୁଣି ହାୟ୍ଲା ଆଚେ? ଆର୍ ଜୁୟ୍ ସଃକ୍ତିର୍ କାମ୍ ତାର୍ ଆତେ ଅଃଉଁଲି, ଇରିମଃନ୍ କାୟ୍ରି?