Matthew 18:31 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ସେତାକ୍ ତାର୍ ସ୍ଙ୍ଗାର୍ ଚାକର୍ମ୍ନ୍ ଇରି ଗଟ୍ଣା ଦ୍କି ଅଦିକ୍ ଦୁକ୍ ଅଇଲାଇ, ଆର୍ ସେମ୍ନ୍ ଜାଇ ସେମ୍ନ୍କାର୍ ମାପ୍ରୁକେ ଇ ସ୍ବୁ ଗ୍ଟ୍ଲାର୍ ଗଟ୍ଣା ଜାଣାଇ ଦିଲାଇ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସେତାକ୍ ତାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାମଃନ୍ ଇ ଗଃଟ୍ଣା ଦଃକି ବଃଡେ ଦୁକ୍ କଃଲାୟ୍, ଆର୍ ତାକାର୍ ସାଉକାର୍କେ ଇ ସଃବୁ ଗଃଟ୍ଣା ଗଟେକ୍ ଗଟେକ୍ କଃରି ଜାଣାୟ୍ଲାୟ୍ ।