Matthew 25:40 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଆରେକ୍, ମୁଇ ର୍ଜା ସେମ୍ନ୍କେ ଉତର୍ ଦ୍ଇନ୍ଦ୍, ‘ମୁଇ ତୁମୁକ୍ମ୍ନ୍ ସ୍ତ୍ କ୍ମ୍ଲେ, ତୁମିମ୍ନ୍ ମର୍ ଇ ସାନ୍ବାଇ ବନ୍ଦୁ ମ୍ନ୍କାର୍ ତ୍ଇହ୍ଣି ଏକ୍ଲାର୍ ଗିନେ ଇରି କ୍ରିରିଲାସ୍, ସେରି ମର୍ଗିନେ ସ୍ବୁ କ୍ରିଆଚାସ୍।’
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’”