Revelation 12:10 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ତାର୍ ହ୍ଚେ ମୁଇ ସ୍ର୍ଗେ ଗଟେକ୍ ବେଲ୍କି ଅଉତାର୍ ଶୁଣ୍ଲେ, “ଅବେ ଅମାର୍ ଇଶ୍ଵର୍ ଜିତ୍ତା, ଅଦିକାର୍, ଆର୍ ରାଜ୍ କ୍ର୍ତା ସ୍ମୟ୍ ଆଇଲିଆଚେ, ତାର୍ ଖ୍ରୀଷ୍ଟର୍ ଶାସନ୍କ୍ର୍ତା ଅଦିକାର୍ ସ୍ମୟ୍ ହେଁ ଆଇଲିଆଚେ। କାଇତାକ୍ ଯେ ଦିନ୍ରାତି ଇଶ୍ଵରାର୍ ସାମ୍ନାଇ ଅମାର୍ ବାଇମ୍ନ୍କାର୍ ବିଷୟେ ଲିନ୍ଦା କ୍ର୍ତିରିଲା ସେ ଲକ୍କେ ସ୍ର୍ଗେ ହ୍ଣି ହ୍ଦାଇ ଅଦ୍ରାଇ ଆଚ୍ତି।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସଃଡେବଃଳ୍ ମୁୟ୍ଁ ସଃର୍ଗେ ଇ ବଃଡ୍ ଟଣ୍ଡ୍ ସୁଣ୍ଲେ, ଅଃବେ ଅଃମିମଃନାର୍ ଇସ୍ୱରାର୍ ମୁକ୍ତି, ସଃକାତ୍ ଆର୍ ରାଇଜ୍ ଆରେକ୍ ତାର୍ କ୍ରିସ୍ଟର୍ ଅଃଦିକାର୍ ଆସିଆଚେ, କାୟ୍ତାକ୍ବଃଲେକ୍ ଅଃମିମଃନାର୍ ବାୟ୍ବେଣିମଃନାର୍ ଲିନ୍ଦାକଃରୁ, ଜେ ଦିନ୍ ରାତି ସେମଃନାର୍ ବିରଦେ ଅଃମାର୍ ଇସ୍ୱରାର୍ ଚଃମେ ଅଃମାର୍ ଦଃସ୍ କଃଉତିରିଲି, ସେ ତଃଳେ ହଃକା ଅୟ୍ଆଚେ ।