Revelation 17:7 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ତ୍ବେ ସେ ଦୂତ୍ ମକେ କଇଲା, “ତୁଇ କାଇତାକ୍ ଚାନିଆ ଅମ୍ଲିସ୍? ମୁଇ ତାକେ ଇ ମାଇଜିର୍ ଲୁକ୍ଲା କ୍ତା କଇନ୍ଦ୍ ଆର୍ ସାତ୍ଗଟ୍ ମୁଣ୍ଡ୍ ଆର୍ ଦ୍ଶ୍ଗଟ୍ ସିଙ୍ଗ୍ ମିସାଇକ୍ରି ତାକେ ବଇରିଲା ପଶୁ ବିଷୟ୍ରେ ହେଁ କଇନ୍ଦ୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସେତାକ୍ ଦୁତ୍ ମକ୍ କୟ୍ଲା, “କାୟ୍ତାକ୍ କାବା ଅୟ୍ଲିସ୍? ମୁୟ୍ ତକ୍ ସେ ମାୟ୍ଜିର୍ ଆର୍ ସେ ବଃସ୍ଲା ସାତ୍ଗଟ୍ ମୁଣ୍ଡ୍ ଆର୍ ଦଃସ୍ଗଟ୍ ସିଙ୍ଗ୍ ରିଲା ଜୁୟ୍ ଜଃତୁ, ତାର୍ ବିତ୍ରି କଃତା ବୁଜାୟ୍ ଦଃୟ୍ନ୍ଦ୍ ।