Revelation 2:14 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଅଇଲେକ୍ ହେଁ ଅଳକ୍ ବିଷୟେ ତୁମାର୍ ବିରୁଦେ ମର୍କ୍ତା ଆଚେ, ତୁମାର୍ ଦ୍ଳ୍ ବିତ୍ରେ କ୍ତେକ୍ ଲକ୍ ବିଲିୟମ୍ ବବିଶତ୍ କ୍ତା କ୍ଉତା ଲକାର୍ ଶିକ୍ଯାର୍ ହ୍ଚେ ଜ୍ମ୍ଲାଇ, ଇ ବିଲୀୟାମ ବାଲାକ୍ ର୍ଜାର୍ ମୁର୍ତିକେ ହୁଜାଦିଲା ବଗ୍ କାମ୍କେ ଆର୍ ଦାରିକାମ୍ ପାପ୍ କ୍ରି ଇସ୍ରାଏଲାର୍ ଲକ୍ମ୍ନ୍କେ ପାପ୍ କ୍ର୍ତାର୍ ଶିକାଇରିଲା।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ମଃତର୍ ତୁମାର୍ ବିରଦେ ମର୍ କଃତେକ୍ କଃତା ଆଚେ, ସେତି ତୁମାର୍ ସଃଙ୍ଗ୍ ରେତା କଃତେକ୍ ଲକ୍ ବିଲିଆମାର୍ କଃତାୟ୍ ଇଣ୍ଡୁଲାୟ୍ । ସେ ବିଲିଆମ୍ ମୁର୍ତି ହୁଜା କଃଲା ବଗ୍ କାଉଁକେ ଆର୍ ଦାରି କାମ୍ କଃରୁକେ ଇସ୍ରାଏଲାର୍ ଲକ୍ମଃନ୍କେ ସୁତ୍ରାଉଁକ୍ ବାଲାକକେ ସିକାଉତି ରିଲା ।