Revelation 20:12 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଆରେକ୍ ମୁଇ ସାନ୍ ବ୍ଡ୍ ସ୍ବୁ ମରି ଜୀବନ୍ ହାଇଁ ଉଟ୍ଲା ଲକ୍କେ ରାଜ୍ଗାଦି ସାମ୍ନାଇ ଟିଆଅଇ ରେତାର୍ ଦ୍କ୍ଲେ। ନ୍ସେର୍ତା ଜୀବନ୍ ହାଉତା ଲକାର୍ ନାଉଁ ଲେକା ଅଇରିଲା ଶାସ୍ତର୍ କୁଲା ଅଇଲି, ସେତି ଆରେକ୍ ବିନ୍ ବଇମ୍ନ୍ ହେଁ କୁଲା ଅଇରିଲି। ମର୍ ଜୀବନ୍ ହାଇଁ ଉଟ୍ଲା ଲକ୍ମ୍ନ୍କାର୍ ସେ ଶାସ୍ତର୍ ତ୍ଇ ଲେକା ଅଇଲା ହର୍, ନିଜାର୍ ନିଜାର୍ କାମ୍ ଇସାବେ ବିଚାର୍ ଅଇଲାଇ।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।