Revelation 22:18 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଇ ଶାସ୍ତର୍ ତ୍ଇ ଲେକା ଅଇରିଲା ବବିସ୍ତ୍ କ୍ତା ଶୁଣ୍ତା ସ୍ବୁ ଲକ୍କେ ମୁଇ ଜାଗ୍ରତ୍ କ୍ରାଇ ଦେମ୍ଲେ। କୁଇଲକ୍ ଯଦି ଇ ବାକ୍ୟ ତ୍ଇ କାଇରି ମିଶାଇ କ୍ରି କଇଦ୍, ତ୍ବେ ଇଶ୍ଵର୍ ତାକେ ଇ ଶାସ୍ତର୍ ତ୍ଇ ଲେକା ଅଇରିଲା ବ୍ଡ୍ ମ୍ର୍ଡି ତାକେ ଦ୍ଇଦ୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ମୁୟ୍ ଜହନ୍ । ଜୁୟ୍ ଲକ୍ମଃନ୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟ୍ ସଃବୁ ସୁଣ୍ତି, ସେମଃନ୍କେ ମୁୟ୍ ସାକି ଦଃୟ୍ ଜଃଗ୍ରାତ୍ କଃରାଉଁଲେ, ଜଦି ଇତି କେ କାୟ୍ରି ଜଳେଦ୍, ତଃବେ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ମଃର୍ଡି ତଃୟ୍ ଇସ୍ୱର୍ ତାକ୍ ଡଃଣ୍ଡ୍ ଦଃୟ୍ଦ୍ ।