Revelation 9:5 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ମ୍ତର୍ ମାନାଇମ୍ନ୍କେ ମ୍ର୍ନେ ମାରୁକେ କହା ମ୍ନ୍କେ ଅଦିକାର୍ ଦିଆ ଅଇନ୍ରିଲି, ମ୍ତର୍ ଲକ୍ମ୍ନ୍କେ ହାଁଚ୍ ମାସ୍ ହ୍ତେକ୍ କ୍ଷ୍ଟ ଦେମ୍କେ ସେମ୍ନ୍କେ ଅଦିକାର୍ ଦିଆ ଅଇରିଲି। ସେ କ୍ଷ୍ଟ ଗଟ୍ଲକ୍କେ ମିଚକାକ୍ଡା ଚାବ୍ଲା ହର୍ କ୍ଷ୍ଟ ଅଇଦ୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସେମଃନ୍କେ ମଃର୍ନେ ନଃମାରି କଃରି ହାଁଚ୍ ମାସ୍ ହଃତେକ୍ ସେମଃନ୍କେ ଦୁକ୍ କଃସ୍ଟ୍ ଗଃଟାଉଁକ୍ ସେମଃନ୍କେ ଅଃଦିକାର୍ ଦିଆ ଅୟ୍ଲି । ମିଚକାକ୍ଳା ନଃର୍ମଃନ୍ ଚାବ୍ଲେକ୍ ଜଃନ୍କାର୍ କଃସ୍ଟ୍ ଅୟ୍ଦ୍, ଇ କଃସ୍ଟ୍ ସେରଃକମ୍ ।