Romans 11:2 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ସେମ୍ନ୍ ଜଲମ୍ ଅଉତା ଆଗେ ଇଶ୍ଵର୍ ଇସ୍ରାଏଲ୍ ଲକ୍ମ୍ନ୍କେ ବାଚିରିଲା। ଇଶ୍ଵର୍ ସେମ୍ନ୍କେ ଚାଡି ନ୍କେରେ। ଏଲିୟ ଜ୍ଡେବ୍ଳ୍ ଇଶ୍ଵରାର୍ ତ୍ଇ ଇସ୍ରାଏଲ୍ ଲକ୍ମ୍ନ୍କାର୍ ବିରୁଦେ ପାର୍ତେନା କ୍ର୍ତି ରିଲାଇ, ତାର୍ ବିଷୟେ ପବିତର୍ ଶାସ୍ତର୍ ଜୁଇରି କ୍ଇଦ୍, ତୁମି ଜାଣିଆଚାସ୍ କି?
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ଇସ୍ୱର୍ ଆରୁମେ ହୁଣି ବାଚିରିଲା ତାର୍ ଲକ୍ମଃନ୍କେ କଃବେ ନଃଚାଡେ । ତୁମିମଃନ୍ ସାସ୍ତର୍ ତଃୟ୍ଁ ହଳି ଆଚାସ୍ କଃନ୍କଃରି ଏଲିୟ ଇସ୍ୱରାର୍ ଚଃମେ ଇସ୍ରାଏଲ୍ମଃନାର୍ ବିରଦେ ଦଃସ୍ ଦଃୟ୍ କଃରି କୟ୍ରିଲା ।