Romans 2:12 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଜୁଇଲ୍କ୍ ମ୍ନ୍ ନିୟମ୍ ଜାଣ୍ତି, ଜୁଇ ଲକ୍ମ୍ନ୍ ନିୟମ୍ ଶୁଣିନ୍କେର୍ତି, ପାପ୍କାମ୍ କ୍ଲାବ୍ଳ୍ ସ୍ବୁ ସ୍ମାନ୍। ଲକ୍ମ୍ନ୍ ଜୁଇସ୍ବୁ ନିୟମ୍ ଜାଣିନ୍କେର୍ତି ଆର୍ ପାପ୍ କ୍ରୁଲାଇ, ସେମନ୍ ନ୍ଷ୍ଟ ଅଇଜାତି ଆର୍ ସେନ୍କାର୍, ଜୁଇ ଲକ୍ମ୍ନ୍ ନିୟମ୍ ଜାଣି ଶୁଣି ପାପ୍ କ୍ରୁଲାଇ, ନିୟମ୍ ଅନୁସାରେ ସେମ୍ନ୍କାର୍ ନିୟାଇ ବିଚାର୍ ଅଇଦ୍।
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ବଃଲେକ୍ ଜଃତେକ୍ ଲକ୍ ମସାର୍ ବିଦି ନୟ୍ଲାର୍ ଅୟ୍ ଆଚ୍ତି ସେ ମଃନ୍ ହେଁ ମସାର୍ ବିଦି ଚାଡ୍ଲା ତଃୟ୍ ନସ୍ଟ୍ ଅଃଉତି ଆର୍ ଜଃତେକ୍ ମସାର୍ ବିଦି ହାୟ୍ ହାହ୍ କଃରି ମାତ୍ତି ସେମଃନ୍ ମସାର୍ ବିଦି ହଃର୍କାରେ ବିଚାର୍ କଃରା ଜାୟ୍ଦ୍ ।