Romans 9:33 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ପବିତର୍ ଶାସ୍ତର୍ ସେ ଟେଳା ବିଷୟେ କ୍ଉତି, “ଦ୍କା, ଅମି ସିୟୋନ୍ ଡଙ୍ଗ୍ରେ ଗଟେକ୍ ଜଟିଆଇ ଅଉତା ଟେଳା ଆର୍ ବାଦା ହାଉତା ହାଇଁ ବ୍ଡ୍ଟେଳା ସ୍ଙ୍ଗାଇ ଆଚୁ, ଆର୍ ଯେ ତାର୍ ଲ୍ଗେ ବିଶ୍ବାସ୍ କ୍ରେଦ୍, ସେ ଲାଜ୍ ଅଇନ୍କେରେ।”
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ସାସ୍ତରେ ଜଃନ୍କଃରି ଲେକା ଅୟ୍ଆଚେ, “ଦଃକା ମୁୟ୍ଁ ସିଅନେ ଗଟେକ୍ ବାଦା ଦେତା ଟେଳା ଆର୍ ଜଟ୍ୟାୟ୍ ଅଃଉତା ଟେଳା ସଃଙ୍ଗାଉଁଲେ, ଆର୍ ଜେ ତାର୍ ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ ।”