Titus 1:7 — Compare Translations
2 translations compared side by side
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
ଇଶ୍ଵରାର୍ ଗ୍ରାର୍ ଜ୍ତୁନ୍ ନେତା ବିଶପ୍ ମ୍ନ୍ ନିର୍ଦଷି ଅଉତା ଦ୍ର୍କାର୍। ସେ ନିଜାର୍ ଇଚାଇ କାମ୍କ୍ର୍ତା ଲକ୍ କି ବେଗି ରିସା ଅଉତା ଲକ୍ କି ମ୍ଦ୍ କାତା ଲକ୍ କି ଜଗ୍ଳା କ୍ର୍ତା ଲକ୍ କି ବିନ୍ ଲକ୍ମ୍ନ୍କେ ଟକି ଦ୍ନି ଅମ୍କେ ସ୍ବୁବ୍ଳ୍ ଚେଷ୍ଟା କ୍ର୍ତା ଲକ୍ ନ୍ଇ, ମ୍ତର୍ ସେ ଗତିଆ ମ୍ନ୍କେ ବ୍ଲ୍କ୍ରି ମାନ୍ତା ଲକ୍,
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକା ଇସ୍ୱରାର୍ ବଃଣ୍ଡାର୍ଗଃରିଆ ହର୍ ଲିନ୍ଦା ନାହାୟାଲା ଲକ୍ ଅୟ୍ବାର୍ ଆଚେ; ସେ ନିଜାର୍ ଇଚାୟ୍ ଚାଲ୍ତା ଲକ୍ କି ବେଗି ରିସା ଅଃଉତା ଲକ୍ ଅୟ୍ ନଃରେବାର୍ ଆଚେ, କି ମଃଦୁଆ କି କୁନ୍ଦିକାଡୁ, କି ଦଃନ୍ଲଃବି ଅୟ୍ ନଃରେବାର୍ ଆଚେ ।