1 Chronicles 1:13 — Compare Translations

5 translations compared side by side

Odia - 1840
"କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀଯମାନଙ୍କର"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ତହୁଁ ହେତକୁ ଜାତ କଲା;
Odia Bible ERV 2004 (ପବିତ୍ର ବାଇବଲ)
କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀୟମାନଙ୍କର
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା;
Odia IRV 2017 (ଓଡିଆ ବାଇବେଲ)
ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା;