1 Chronicles 1:34 — Compare Translations
5 translations compared side by side
Odia - 1840
"ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇଶ୍ରାୟେଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଅବ୍ରହାମ ଇସ୍ହାକକୁ ଜାତ କଲେ । ସେହି ଇସ୍ହାକର ପୁତ୍ର ଏଷୌ ଓ ଇସ୍ରାଏଲ ।
Odia Bible ERV 2004 (ପବିତ୍ର ବାଇବଲ)
ଇସ୍ହାକଙ୍କ ବଂଶଧର ଅବ୍ରହାମ ଇସ୍ହାକଙ୍କର ପିତା ଥିଲେ। ସେହି ଇସ୍ହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇସ୍ରାଏଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଅବ୍ରହାମ ଇସ୍ହାକକୁ ଜାତ କଲେ। ସେହି ଇସ୍ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଅବ୍ରହାମ ଇସ୍ହାକକୁ ଜାତ କଲେ। ସେହି ଇସ୍ହାକର ପୁତ୍ର ଏଷୌ ଓ ଇସ୍ରାଏଲ।