1 Chronicles 1:38 — Compare Translations
5 translations compared side by side
Odia - 1840
"ସଯେୀରର ପୁତ୍ରମାନେ ଥିଲେ: ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେୟିରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍ ।
Odia Bible ERV 2004 (ପବିତ୍ର ବାଇବଲ)
ସେୟୀରରୁ ଆଗତ ଇଦୋମୀୟ ସେୟୀରର ପୁତ୍ରମାନେ ଥିଲେ: ଲୋଟନ୍, ଶୋବଲ୍, ସିବିୟୋନ୍, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେୟୀରର ସନ୍ତାନ ଲୋଟନ୍, ଶୋବଲ୍, ସିବୀୟୋନ୍, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍।
Odia IRV 2017 (ଓଡିଆ ବାଇବେଲ)
ଆଉ ସେୟୀରର ସନ୍ତାନ ଲୋଟନ୍, ଶୋବଲ୍, ସିବୀୟୋନ୍, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍।