1 Chronicles 1:40 — Compare Translations
5 translations compared side by side
Odia - 1840
"ଶାେବଲର ପୁତ୍ରମାନେ ଥିଲେ: ଅଲିଯନ୍, ମାନହତ୍, ଏବଲ; ଶଫୀ ଓ ଓନମ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶୋବଲର ସନ୍ତାନ ଅଲୀୟନ୍ ଓ ମାନହତ୍ ଓ ଏବଲ, ଶଫୀ ଓ ଓନମ୍ । ଆଉ ସିବୀୟୋନର ପୁତ୍ର ଅୟା ଓ ଅନା ।
Odia Bible ERV 2004 (ପବିତ୍ର ବାଇବଲ)
ଶୋବଲର ପୁତ୍ରମାନେ ଥିଲେ: ଅଲିୟନ୍, ମାନହତ୍, ଏବଲ; ଶଫୀ ଓ ଓନମ୍। ସିବିୟୋନର ପୁତ୍ରମାନେ ଥିଲେ: ଅୟା ଓ ଅନା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶୋବଲ୍ର ସନ୍ତାନ ଅଲୀୟନ୍, ମାନହତ୍, ଏବଲ୍, ଶଫୀ ଓ ଓନମ୍। ଆଉ ସିବୀୟୋନ୍ର ପୁତ୍ର ଅୟା ଓ ଅନା।
Odia IRV 2017 (ଓଡିଆ ବାଇବେଲ)
ଶୋବଲ୍ର ସନ୍ତାନ ଅଲୀୟନ୍, ମାନହତ୍, ଏବଲ୍, ଶଫୀ ଓ ଓନମ୍। ଆଉ ସିବୀୟୋନ୍ର ପୁତ୍ର ଅୟା ଓ ଅନା।