1 Chronicles 1:41 — Compare Translations

5 translations compared side by side

Odia - 1840
"ଅନାର ପୁତ୍ର ଦିଶୋନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନାର ପୁତ୍ର ଦିଶୋନ୍ । ଆଉ ଦିଶୋନ୍ର ପୁତ୍ର ହମ୍ରଣ ଓ ଇଶ୍ବନ୍ ଓ ଯିତ୍ରନ୍ ଓ କରାଣ ।
Odia Bible ERV 2004 (ପବିତ୍ର ବାଇବଲ)
ଅନାର ପୁତ୍ର ଦିଶୋନ୍। ଆଉ ଦିଶୋନର ପୁତ୍ରମାନେ ଥିଲେ: ହମ୍ରଣ, ଇ‌ଶ୍‌ବନ୍, ଯିଥ୍ରନ୍ ଓ କରାଣ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାନ୍‍।
Odia IRV 2017 (ଓଡିଆ ବାଇବେଲ)
ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାଣ।