1 Chronicles 1:45 — Compare Translations

5 translations compared side by side

Odia - 1840
"ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯୋବ‌ବ୍‌ଙ୍କ ମୃତ୍ୟୁ ପରେ ଦେବା‌ଦଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତୈମାନୀୟମାନଙ୍କର ଦେଶରୁ ଆସିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ।